ଜଗା ପାଖକୁ ଧାଡିରେ ଜିବେ ଭକ୍ତ:୫ଟି ରାମ୍ପରେ ଶୃଙ୍ଖଳିତ ଦର୍ଶନ: ଘଣ୍ଟାକୁ ୮ରୁ ୧୦ ହଜାର ଭକ୍ତ ପାଇବେ ସୁବିଧା
ଭୁବନେଶ୍ୱର, ୨୫/୦୮: ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରକୁ ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଭିଡ଼...
