୧୦ ମାସ ପରେ ଜେଲରୁ ମୁକୁଳିଲେ ବିକ୍ରମ ପଣ୍ଡା ହଜାର ହଜାର ସମର୍ଥକଙ୍କ ଭିଡ଼, ପୁଷ୍ପବୃଷ୍ଟିରେ ସ୍ୱାଗତ; ବିରାଟ ଶୋଭାଯାତ୍ରାରେ ଘରକୁ ଫେରିଲେ
(ବ୍ରହ୍ମପୁର: / ରିପୋର୍ଟର- ପ୍ରେମାନନ୍ଦ ପୁଜାରୀ) : ଦୀର୍ଘ ୧୦ ମାସର ଜେଲ ଜୀବନ ପରେ ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଛନ୍ତି ଗଞ୍ଜାମ ଜିଲା...
